କମିସନରେଟ ପୁଲିସ କବଳରେ ୪ ଆନ୍ତରାଜ୍ୟ ଏଟିଏମ ଲୁଟେରା

ଭୁବନେଶ୍ୱର: ୪ ଜଣ ଆନ୍ତରାଜ୍ୟ ଏଟିଏମ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ ପୁଲିସ। କାନପୁରର ଏହି ୪ ଜଣ ଏଟିଏମ ଲୁଟେରାଙ୍କୁ ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଥିବା ଜଣାଯାଇଛି। ଏମାନେ ଭୁବନେଶ୍ୱରରେ ଏଟିଏମରୁ ଲୁଟ କରିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଆଗରୁ ପୁରୀ ଠାରୁ ବାରିପଦା ପର୍ଯ୍ୟନ୍ତ ୩୦ରୁ ଅଧିକ ଏଟିଏମରେ ଲୋକଙ୍କ ଟଙ୍କା ଲୁଟିଥିଲେ ଏହି ୪ ଲୁଟେରା। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ଡିଭାଇସ … Continue reading କମିସନରେଟ ପୁଲିସ କବଳରେ ୪ ଆନ୍ତରାଜ୍ୟ ଏଟିଏମ ଲୁଟେରା